ସରାଙ୍ଗ ଜବାହାର ନବୋଦୟ ବିଦ୍ୟାଳୟରେ ପହଁଚିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ୱାଗତ୍ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଲେ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଛାତ୍ରଛାତ୍ରୀ
#Dhenkanal #School #UnionMinister #DharmendraPradhan #Odisha #Argusnews