ଦେଶରେ ୪ କୋଟି ରୁ ଅଧିକ ହିତାଧିକାରୀଥିବା ଆୟୁଷ୍ମାନ ଯୋଜନାର ଓଡିଶାରେ କୈାଣସୀ ପ୍ରଧାନ୍ୟ ନାହିଁ । ଏପର୍ଯ୍ୟନ୍ତ ଓଡିଶାରେ ଏହାର ଆରମ୍ଭ ମଦ୍ୟ ହୋଇନାହିଁ , ଯାହାକି ଅତ୍ୟନ୍ତ ଦୁଃଖ ଦାୟକ କଥା : ଡ଼ ଭାରତୀ ପ୍ରବୀଣ ପାୱାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
#ArgusNews #OdishaHealthConclave #Unionminister #DrBharatiPravinPawar #Odisha