କୋରାପୁଟ ଜିଲ୍ଲାର ତ୍ରିଲଚନଙ୍କ କଫି ଏବେ ମୁମ୍ବାଇ ବଜାରରେ...
ସରକାରଙ୍କ ବିନା ସହାୟତାରେ ନିଜେ ସ୍ୱାବଲମ୍ବୀ ହେବା ସହ 5 ପରିବାରଙ୍କୁ ସ୍ୱାବଲମ୍ବୀ କରିବା ପ୍ରୟାସ ଜାରି ରହିଛି ଏ ନେଇ କଣ କହୁଛନ୍ତି ଦୁର୍ଗା ମାଧବ କଫି ଇଷ୍ଟେଟ ର ତ୍ରିଲଚନ ଶତପଥୀ ଶୁଣନ୍ତୁ...
#ArgusNews #Odisha #Koraput #Coffee #Selfsufficient