ଶିଳ୍ପାୟନକୁ ନେଇ ସରକାରଙ୍କ କଥା ଓ କାମରେ ଆକାଶ- ପାତାଳ ଫରକ । ବର୍ଷ ବର୍ଷ ପରେ ବି ଆରମ୍ଭ ହୋଇପାରୁନି ପ୍ରକଳ୍ପ କାମ । କରୋନା ସମୟରେ ରାଜ୍ୟକୁ 12 ହଜାର କୋଟିର ନିବେଶ ଆସିଛି ବୋଲି ରାଜ୍ୟସରକାର କହୁଥିବା ବେଳେ ପୂର୍ବରୁ ମଞ୍ଜୁର ହୋଇଥିବା ଅନେକ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ....
#ArgusNews #OdishaNews #Bhadrak #Textile_Park