ଯାଜପୁର ବ୍ୟାସନଗର କଲେଜରୁ ନାଗ ସାପ ଉଦ୍ଧାର
ଯାଜପୁର ବ୍ୟାସନଗର ଅଟୋନୋମସ କଲେଜ ଛାତ୍ରୀନିବାସରୁ 5ଫୁଟ୍ ଲମ୍ବର ନାଗସାପ ସ୍ନେକ ହେଲ୍ପ ଲାଇନ ଦ୍ବାରା ଉଦ୍ଧାର ହୋଇଛି...
#ArgusNews #Odisha #Jajpur #VNCollege #Snake
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app