ସକାଳରୁ ସନ୍ଧ୍ୟା ଯାଏଁ ସବୁଠି ଚାଲେ ଚା ର ଆସର। କେବଳ ଓଡିଶା ନୁହେଁ ସାରା ଭାରତରେ ଅନେକଙ୍କ ପସନ୍ଦ ଚା। ଗାଁର ଚଉଁରା ମୂଳ ପିଣ୍ଡିରୁ ଆରମ୍ଭ କରି ରାଜଧାନୀର ହାଇପ୍ରୋଫାଇଲର ଚର୍ଚ୍ଚା ସବୁର ଆରମ୍ଭ ଏହି ଚା ଖଟିରୁ ହିଁ ହୋଇଥାଏ। ତେବେ ରାଜ୍ୟରେ ଅନେକ ଯୁବକ ଯୁବତୀ ଚାକିରୀ ନ କରିପାରି ଭାଙ୍ଗିପଡୁଥିବା ବେଳେ ଆତ୍ମନିର୍ଭର ଭାରତର ଅନନ୍ୟ ଉଦାହରଣ ସାଜିଛନ୍ତି ଚା ଦେକାନ ହବେଲୀ ଖୋଲି ଭୁବନେଶ୍ବରର ଯୁବକ ଗାମା ସିଗମା....
#ArgusNews #Odisha #Bhubaneswar #tea_stall