ମେ 14 ରେ, ପିଏମ କିସାନ ଯୋଜନା ପରବର୍ତ୍ତୀ କିସ୍ତି ପ୍ରକାଶ ପାଇବ...
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପାଇଁ କୃଷକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି...ବର୍ତ୍ତମାନ ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି...ସରକାର ଖୁବ ଶୀଘ୍ର ଅଷ୍ଟମ କିସ୍ତିର 2,000 ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ...
#ArgusNews #Odisha #PM_Kisan_Yojna Narendra Modi