ନୂଆ ରୂପରେ, ନୂଆ ଢଙ୍ଗରେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । କିନ୍ତୁ ରାଜଧାନୀର ଇତିହାସ ବହନ କରୁଥିବା ଅନେକ ମହାପୁରୁଷଙ୍କୁ କରାଯାଉଛି ଅସମ୍ମାନ । ରାସ୍ତାଘାଟଠାରୁ ଆରମ୍ଭ କରି ପାର୍କ, ମଲ, ସିନେମା ହଲ ସବୁକୁ ଦିଆଯାଉଛି ଆଧୁନିକତାର ଛାପ । କିନ୍ତୁ ସହରର ପ୍ରମୁଖ ଛକ ମାନଙ୍କରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବେ ଅଳିଆ ଗଦାରେ ପରିଣତ ହୋଇଛି...
#ArgusNews #Odisha #Bhubaneswar #Statue #Great_Man #Neglected