ରାଜ୍ୟରେ ଦିନକୁ ଦିନ କରନା ସଂକ୍ରମଣ ହାର ବୃଦ୍ଧି ପାଉଥିବାବେଳେ ବାସୁଦେବପୁର ରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ବାସୁଦେବପୁର ପୌରପାଳିକା ର ବଜାର ସକାଳ 6ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି...
#ArgusNews #Odisha #Bhadrak #Basudevpur #Shutdown #COVID19