ସରକାରୀ ସହାୟତାରୁ ବଞ୍ଚିତ ଅସହାୟ ବିଧବା ମହିଳା। ପର ପିଣ୍ଢା ତଳେ ପାଞ୍ଚ ଛୁଆଙ୍କୁ ନେଇ ବିତୁଛି ଜୀବନ I ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 3 ବର୍ଷ ହେବ ଏଭଳି ଦୟନୀୟ ପରିସ୍ଥିତିରେ ରହୁଛନ୍ତି ଅନଗୁଳ ପାଳଲହଡା ବ୍ଲକ ରାଇପାଳ ଗ୍ରାମର ସମ୍ବାରି ବୋବୋଙ୍ଗା ....
#ArgusNews #PoorLady #Anugul
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app