ଆସନ୍ତା 27 ଏବଂ 28 ତାରିଖରେ ହରିୟାଣରେ ହେବାକୁ ଯାଉଛି ନ୍ୟାସନାଲ ହ୍ୱିଲ ଚେୟାର ଫେନସିଙ୍ଗ ଚାମ୍ପିଅନସିପ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶାର ପାରା ଫେନସିଙ୍ଗ ଟିମ । ସର୍ବଦା ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରର୍ଦଶନ କରୁଥିବା ଓଡିଶା ଦଳ ଚଳିତ ବର୍ଷ ଅଧିକରୁ ଅଧିକ ମେଡାଲ ଜିତିବା ନିମନ୍ତେ ଆଶା ରଖିଛନ୍ତି....
#ArgusNews #Odisha #Bhubaneswar #Wheel_Chair_fencing #Paralympic