ବିକାଶଠୁ କୋଶ ଦୂରରେ କେନ୍ଦୁଝର ବାଂଶପାଳ ବ୍ଲକ ଉପରସୁମଠ ଗାଁ । ଏହି ଦୃଶ୍ୟ ହିଁ ବୟାନ କରୁଛି ଜୁଆଙ୍ଗଙ୍କ ଜୀବନ । ଯେଉଁଠି ବିଦ୍ୟୁତ ଖୁଣ୍ଟ ଅଛି କିନ୍ତୁ କରେଣ୍ଟ ନାହିଁ । ଏଠି ଭୋକଠୁ ଭୟଙ୍କର କିଛି ନାହିଁ । ବର୍ଷା ଦିନେ କଚ୍ଚା ରାସ୍ତାର କଷ୍ଟ ଏମାନଙ୍କଠୁ ହୁଏତ ଅଧିକ କେହି ବୁଝିନଥିବେ । କେନ୍ଦୁପତ୍ର ତୋଳିଲେ କଷ୍ଟରେ ଚଳେ ପରିବାର....
#ArgusNews #Odisha #Keonjhar #Basic_Aminities #CMO