ଅମାବାସ୍ୟା ପର ତିଥିରେ ଆଜି ହରିହର ଵେଶରେ ଵିଭୂଷିତ ହୋଇଛନ୍ତି ବଡଠାକୁର।ଆଜି ହେଉଛି ଅମାବାସ୍ୟା ତିଥିର ପ୍ରଥମ ସୋମବାର ଯେଉଁଥିରେ ଅବକାଶ ନୀତି ପରେ ମହାପ୍ରଭୁ ବଡଠାକୁର ହରିହର ଵେଶରେ ଵିଭୂଷିତ ହୋଇଛନ୍ତି।
#Puri #Jagannath #Harihrabesa #Amabasya #TheNewMoon #TheArgus #ArgusUpdate #ArgusOdia #ArgusNews #Headlines #UpdateNews