ଗତକାଲି 436 ସେସନରେ 44880ଟି ଟୀକାକରଣ ହୋଇଛି । 16ରୁ 21 ତାରିଖ ଭିତରେ 113623 ଟିକାକରଣ ହୋଇଛି ବରଗଡ଼ ଜିଲ୍ଲାରେ 2 ଟି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଛି ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି
ସପ୍ତାହକ ଭିତରେ କୋଭାକ୍ସିନର 149760 ଡୋଜ୍ ଆସିବ : ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ
#ArgusNews #CoronaVaccine #BijayaPanigrahi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app