ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ଦିର୍ଘ ମାସ ପରେ ଖୋଲିଛି ସିନେମା ହଲ । ସିନେମା ହଲ ଗୁଡିକ ଠିକ୍ ଭାବରେ ସାନିଟଇଜ କରାଯିବା ସହ ମାସ୍କ ଓ ସାମାଜିକ ଦୂରତାକୁ ବଧ୍ୟତା ମୂଳକ ରଖାଯାଇଛି.....
#ArgusNews #Odisha #Bhubaneswar #Cinema_Hall
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app