ମନ୍ତ୍ରୀ ପ୍ରତାପ ଜେନାଙ୍କ ସାମନ୍ତବାଦୀ ଚିନ୍ତାଧାରା.....ନିଜର ପତିଆରା ବୃଦ୍ଧିପାଇ ଶେଷକୁ ଛାତ୍ରଛାତ୍ରୀଙ୍କୁ ଲଗାଇଲେ ପ୍ରଚାର କାର୍ଯ୍ୟରେ । ଆଉ ନିଜର ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ବଦନାମ ହେବାପରେ ଏବେ ନିଜ ଛବି ସୁଧାରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଧାଡିରେ ଛିଡା କରି ସମ୍ବଦ୍ଧନା ନେଲେ ....
#ArgusNews #Odisha #PratapJena
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app