#ପୋଷା_ଶୁଆଙ୍କ_ଘୋଷା_କଥା
ସତ ଖୋଲିଦେଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ.....ଆଉ ସାମ୍ବାଦିକ ସମ୍ମିଳନୀରେ ଟେଲିପ୍ରିଣ୍ଟର ଲଗାଇ ଦେଲେ ଭଲ ହେବ ବୋଲି କହୁଛନ୍ତି ବ୍ୟୋମକେଶ.....ଆଉ ବ୍ୟୋମକେଶଙ୍କ ଏହି କେଇ ପଦ କଥା ବିଜୁ ଜନତା ଦଳର ଅସଲମୁଖାକୁ ଖୋଲିଦେଇଛି...
#ArgusNews #Odisha #BJD #PressMeet #controversy