ନା ମହଲତ ଦେଲା ନା ଶୁଣିଲା । ସିଧା ଡ୍ରୋଜର ଲଗାଇ ଘର ଭାଙ୍ଗିଦେଲା ଜିଲ୍ଲା ପ୍ରଶାସନ । ନୟାଗଡ଼ ମୁନ୍ୟିସିପାଲିଟିର 6 ନଂ ୱାର୍ଡରେ ସରକାରୀ ଜାଗାରେ ହୋଇଥିବା ଘର ଭାଙ୍ଗି ଦେଇଛି ପ୍ରଶାସନ । 15 ଦିନ ହେଲା ପଲିଥିନ ତଳେ 21 ପରିବାର.....
#ArgusNews #Odisha #Nayagarh #Asahaya