କେଇ ଖଣ୍ଡ ବାଉଁଣ ଆଉ ତା ଉପରେ ପଡିଛି ପାଲ । ବିଶ୍ୱାସ ନହେଲେ ବି ଏମିତି ଘରେ ରହୁଛନ୍ତି ଗୋଲକ ପ୍ରସାଦ ଦାସ । ଭିତରକୁ ଯିବାକୁ ହେଲେ ଅଣ୍ଟା ନୁଆଁଇ ମୁଣ୍ଡ ତଳକୁ କରିବାକୁ ପଡିବ । କେତେ ବେଳେ ଯେ ଭୁଷୁଡି ପଡିବ କେହି କହି ପାରିବେନି...
#ArgusNews #Odisha #Bhadrak #Basudevpur #Asahaya