ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଥିବା ବିଶ୍ୱାସରାୟ ପୋଖରୀରେବିଷ ପ୍ରୟୋଗ ହୋଇଛି। ଯାହାଫଳରେ 2 ଟନ୍ ମାଛ ମରିଯାଇଛନ୍ତି। କୌଣସି ଦୁର୍ବୃତ୍ତ ବିଷ ପକାଇ ଦେବାରୁ ପୋଖରୀରେ ଥିବା ମାଛ ମରିଯାଇଥିବା ଜଣାପଡିଛି।
#ArgusNews #Odisha #Ganjam #Pool #poisonous