ବିବାଦୀୟ ବଗଲା ଜମିରେ ଭୂମିପୂଜାକୁ ନେଇ ବିବାଦ । ପୁରୀବାସୀଙ୍କ ଢାଲ କରି ପ୍ରଶାସନ ଖେଳୁଛି ଖେଳ । ଶାସକ ଦଳର ବଡ଼ବଡ଼ିଆ ଜମି ହାତେଇବା ଆଗରୁ ସାଧାରଣ ଜନତାଙ୍କୁ ବ୍ୟବହାର କରୁଛି ପ୍ରଶାସନ । ତେବେ ଲଗାତାର ଜମି କେଳେଙ୍କାରୀ କଥା ଉଠାଉଥିବା ବିଜେପି ସରକାରଙ୍କ ଏ ଷଡ଼ଯନ୍ତ୍ରଙ୍କୁ ସଫଳ ହେବାକୁ ଦେବନି ବୋଲି କହିଛି......
#ArgusNews #Odisha #Puri #Bagala_Bhumi #BJP