ପରୀ ମାମଲାରେ ଆବେଦନକାରୀ ଆଇନଜୀବି ପଦ୍ମାଳୟା ମହାପାତ୍ରଙ୍କ ପ୍ରତିକ୍ରିୟା... ସିଲ୍ କଭର ଭିତରେ ସରକାର ପରୀ ମାମଲା ତଦନ୍ତ ରିପୋର୍ଟ୍ ହାଇକୋର୍ଟରେ ଦାଖଲ କରିଛନ୍ତି...ହେଲେ କୋର୍ଟ 24 ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ...
#ArgusNews #JusticeForParee #PadmalayaMohapatra
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app