ନ୍ୟାୟ ମାଗିବାରୁ ଜେଲରେ ପୂରାଇ ଦେଲା ପୋଲିସ....ଇଏ କଣ ମାଆଙ୍କୁ ସମ୍ମାନ ? 14 ଦିନ ପରେ ଝାରପଡା ଜେଲରୁ ମୁକୁଳିବା ପରେ କୋହଭରା କଣ୍ଠରେ ଏହା କହିଛନ୍ତି ଉଲ୍ଲାସଙ୍କ ମାଆ । ପୁଅର ସନ୍ଦେହଜନକ ମୃତ୍ୟୁ ପରେ 5 ବର୍ଷ ହେଲା ନ୍ୟାୟ ଦେଲାନି ପୋଲିସ...
#ArgusNews #Odisha #Ullash_Jena_Case #Ullash_Mother