ସରକାରୀ ଯୋଜନାରେ ବିଜେଡି ବ୍ରାଣ୍ଡିଂ । ବିବାଦରେ ପୋଲସରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ବୁଗୁଡା ବିଡିଓ ତନ୍ମୟ ପାତ୍ର । ପଦାରେ ପଡିଲା ବିଡିଓଙ୍କ ବିଜେଡ଼ି ମୋହ ଏବଂ ଧରା ପଡିଲା କିଭଳି ଜଣେ ଜନପ୍ରତିନିଧି ବିଜେଡ଼ି ବିଧାୟକ ସହ ବୃଦ୍ଧାଙ୍କୁ କରୁଛନ୍ତି ହନ୍ତସନ୍ତ ...
#ArgusNews #Berhampur #BJDMLA
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app