ଆଜି ସକାଳ 5ଟା ରୁ 5.30 ମଧ୍ୟରେ ମରିଚିକୋଟ ସ୍ଥିତ ଏକ ଲସି ଦୋକାନ ସମ୍ମୁଖରେ ଗୋଟିଏ ବୋମାମାଡ଼ ହୋଇଛି । ବୋମାମାଡ଼ ଯୋଗୁଁ ସେଠାରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ .....
#ArgusNews #Odisha #ArgusUpdate #Puri #Bomb_blast