#ବେଆଇନ_କରତ_କଳ_ଉପରେ_ଟାଙ୍ଗି_ବନ_ବିଭାଗର_ଚଢ଼ାଉ.....
ବେଆଇନ କରତ କଳ ଉପରେ ଟାଙ୍ଗି ବନ ବିଭାଗର ଚଢ଼ାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ସହ କରତକଳ ଯନ୍ତ୍ରପାତି ସହ ଏକ ଟ୍ରାକ୍ଟର ମଧ୍ୟ ଜବତ କରିଛି ଟାଙ୍ଗି ବନ ବିଭାଗ ।
#ArgusNews #Khordha #Tangi #illegalwood
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2