ମଙ୍ଗଳବାର ଫୁଲବାଣୀ କୋର୍ଟର ଜଣେ ବିଚାରପତି ଦହି ଆଣିବାକୁ ତାଙ୍କର ଜଣେ କର୍ମଚାରୀଙ୍କୁ ସହରର ମହାନ୍ତି ସ୍ନାକ୍ସ ଆଣ୍ଡ ସୁଇଟସ ଦୋକାନକୁ ପଠାଇଥିଲେ । କର୍ମଚାରୀ ଜଣକ ଦହି ଆଣିବା ପରେ ତାକୁ ଖାଇ ବିଚାରପତିଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଏହାପରେ ଦହିଟି ଏକ୍ସପାଏରୀ ହୋଇଯାଇଥିବା ଜଣାପଡିଥିଲା । ଏ ନେଇ ବିଚାରପତି ଜଣକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ....
#ArgusNews #Odisha #Kandhamala #Fulbani #ExpirySnaks #ExpiryProducts
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app