୨୦୨୦-୨୧ ବର୍ଷ ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ ...ଚଳିତ ବର୍ଷର ବଜେଟ୍ ପୂରାପୂରି ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ...ନିଯୁକ୍ତି କ୍ଷେତ୍ର ପୂର୍ବ ବର୍ଷଠାରୁ ଆହୁରି ସଂକୁଚିତ ହେବ ବୋଲି କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ...
#ArgusNews #Budget #PanchananKanungo
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app