କଟକରେ ଲୁଟ. କଳାକନା ବୁଲେଇଲେ ଲୁଟେରା. ତାଲା କାଟି ଘରୁ ନେଇଗଲେ ସୁନାଗହଣା, ନଗଦ ଟଙ୍କା ଓ କାଗଜପତ୍ର. ସକାଳୁ ସକାଳୁ ଘରେ ପଶି କଳାକନା ବୁଲେଇଛନ୍ତି ଲୁଟେରା. କଟକ ସହରର ଜନଗହଳିପୂର୍ଣ୍ଣ ସୂତାହାଟ ସାହିରେ ଘଟିଛି ଏହି ଘଟଣା..
#ArgusNews #Odisha #Lootera #Cuttack
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app