ଦୟାର ଏ କୋପକୁ ଭୁଲିନାହାଁନ୍ତି ପିପିଲି- ଡେଲାଙ୍ଗର ଚାଷୀ
ପିପିଲି ଫାଇଟରେ ପୁରେନ୍ଦେଶ୍ୱରୀଙ୍କ ପରେ 12 ତାରିଖରେ ଏଣ୍ଟ୍ରି ମାରିବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ପ୍ରଚାର ବେଳେ ଫନୀ ବିପନ୍ନ ଓ ଚାଷୀଙ୍କ ଦୁଖକୁ ବିରୋଧୀ ପ୍ରସଙ୍ଗ କରୁଥିବା ବେଳେ ବିଜେଡି ମହାରଥୀଙ୍କ ଅଧୁରା କାମ ସାରିବାର ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି...
#ArgusNews #Odisha #Puri #Pipili #ByElection #Campaign