ଆସନ୍ତାକାଲିଠାରୁ ସପ୍ତାହନ୍ତ ସଟଡାଉନ ଆରମ୍ଭ ହେଉଥିବା ବେଳେ ସକାଳେ ମର୍ଣ୍ଣିଂୱାକ ଓ ସାଇକ୍ଲିଂ ପାଇଁ ଘଣ୍ଟାଏ କୋହଳ କରାଯାଇଛି କଟକଣା...ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ...ଆଜି ରାତିରୁ ନାଇଟ କର୍ଫ୍ୟୁ... ଏନେଇ ଏସଆରସି ସୂଚନା ଦେଇଛନ୍ତି...
#ArgusNews #Odisha #Bhubaneswar #SRC #Shutdown #NightCurfew