ପୁଣି ଚର୍ଚ୍ଚାରେ ଭୁବନେଶ୍ୱର ଏମ୍ସ । ଭୁବନେଶ୍ୱର ଏମ୍ସରେ ହୋଇଛି ବିରଳ ଅସ୍ତ୍ରପଚାର । ଶ୍ୱାସନଳୀ ଜନିତ ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଲେ ବାଲେଶ୍ୱର ମହିଳା । ଯାହାକୁ ନେଇ ଏମ୍ସର ଡାକ୍ତରି ଟିମକୁ ଛୁଟୁଛି ପ୍ରଶଂସାର ସୁଅ....
#ArgusNews #Odisha #Bhubnaeswar #AIMS #Operation