ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନସ୍ଥଳୀ ସାତପଡା । ଚିତ୍ତ ବିନୋଦନ ପୋତାଶ୍ରୟ ଓ ଆଲୋକୀକରଣ ବ୍ୟବସ୍ଥାର ଉଦଘାଟନ ହେବାର 4 ବର୍ଷ ନ ପୁରୁଣୁ ସୌନ୍ଦର୍ଯ୍ୟ ହରାଇଛି ସାତପଡା । ସଞ୍ଜ ନଇଁଲେ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟୁଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ.....
#ArgusNews #Odisha #Puri #Satapada #Disarray