ଖରାଦିନେ ଉତ୍କଟ ହୋଇଛି ଜଳକଷ୍ଟ । ମୁନ୍ଦାଏ ପାଣି ପାଲଟିଛି ସାତ ସପନ । ରାତି ପାହିଲେ ପାଣି ପାଇଁ କରିବାକୁ ପଡୁଛି ଚିନ୍ତା । କନ୍ଧମାଳରେ ପାଣି ପାଇଁ ଗ୍ରାମବାସୀଙ୍କୁ ଏକ କିଲୋମିଟର ଦୂରକୁ ଯିବାକୁ ପଡୁଥିବା ବେଳେ ଗଜପତିରୁ ବି ଆସିଛି ସମାନ ଦୃଶ୍ୟ....
#ArgusNews #Odisha #Kandhmal #Water_Problem #GOVT_Scheme_Fail CMO Odisha