ବିବନକୁ ଚିହ୍ନିଲେ ଅଞ୍ଜନା ମିଶ୍ର । ଝାରପଡା ଜେଲରେ ହୋଇଥିବା ଟିଆଇ ପରେଡ ପ୍ରକିୟା ଶେଷ ହୋଇଛି । ଏହି ପରେଡ ରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଙ୍କ ସହ 12ଜଣଙ୍କୁ ଗୋଟିଏ ଧାଡିରେ ଛିଡା କରାଯାଇଥିଲା । ଏମାନଙ୍କ ଭିତରକୁ 22 ବର୍ଷ ତଳେ ଘଟିଥିବା ଘଟଣାର ଅଭିଯୁକ୍ତ ବିବନଙ୍କୁ କଷ୍ଟକର ଥିଲେ ବି ଚିହ୍ନିପାରିଥିଲେ ଅଞ୍ଜନା....
#ArgusNews #Odisha #Anjana_Rape_Case #TI_Parade