ଆଦିବାସୀ ଇଲାକାର ନିଆରା ପରମ୍ପରା । ଭିନ୍ନ ସଂସ୍କୃତି ସାଙ୍ଗକୁ ଭିନ୍ନ ଚାଲିଚଳଣି । ତେବେ ଆଧୁନିକତାର ଚାକଚକ୍ୟରେ ଏବେ ଧୀରେ ଧୀରେ ଏହା ହଜିଯିବାକୁ ବସିଲାଣି । କିନ୍ତୁ ଏଭଳି ସମୟରେ ଗାଁର କିଛି ଯୁବକ ଏହାକୁ ବଞ୍ଚାଇ ରଖିବାକୁ କୋୟା ଭାଷାରେ ଏକ ଭଜନ ରିଲିଜ କରିଛନ୍ତି । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି....
#ArgusNews #Odisha #Malkangiri #Adibasi #Koya_Song