ବଳ ପୂର୍ବକ ମହିଳାଙ୍କ ଉପରେ ଅସଦାଚରଣରେ ଓଡିଶା ଏକ ନମ୍ବର । ମହିଳା ସଂପର୍କିତ ସାଇବର ଅପରାଧରେ ବି ଓଡିଶା ଦେଶରେ ଆଗରେ ।ଏନସିଆରବିର କ୍ରାଇମ ଇନ ଇଣ୍ଡିଆ ରିପୋର୍ଟ ଖୋଲିଛି ଏହି ପୋଲ । ଆଉ ଏ ତଥ୍ୟକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ....
#ArgusNews #Assembly #NCRB_DATA