ଡାକ୍ତରାଣୀଙ୍କ ରାଗର ଶିକାର ହେଲେ ହସ୍ପିଟାଲ୍ କର୍ମଚାରୀ
ଭୁକ୍ତା ସ୍ବାସ୍ଥ୍ୟ ଅଧିକାରୀ ହିତାକାଂକ୍ଷୀ ପ୍ରଧାନ କୌଣସି କାମରେ ଫୋନରେ କଥା ହେଉଥିଲେ । ବାହାରେ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ କିଛି ରୋଗୀ । ଏହି ସମୟରେ ଲଳିତ କହିଥିଲେ ମ୍ୟାଡାମ୍ ଫୋନରେ କଥା ହେଉଛନ୍ତି । ବାସ୍ ତା ପରେ ମ୍ୟାଡାମଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ଶୁଣନ୍ତୁ ତାର ପରିଣାମ ଲଳିତଙ୍କଠାରୁ...
#ArgusNews #Odisha #Baragarh #Hospital #Doctor
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app