ଝାରସୁଗୁଡ଼ାରେ ଆଇପିଏଲ ବେଟିଂ। ଅନଲାଇନରେ ଚାଲିଥିଲା କାରବାର । ଖବର ପାଇ ମହମ୍ମଦ ଜାହାଙ୍ଗୀର ହୁସେନଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ଜାହାଙ୍ଗୀରଙ୍କ ନିକଟରୁ ପ୍ରାୟ 28 ହଜାର ଟଙ୍କା, ମୋବାଇଲ ଫୋନ, ଏଟିଏମ ଓ ନୋଟବୁକ ଜବତ କରାଯାଇଛି । ଗତକାଲି ଆଇପିଏଲ ଫାଇନାଲ ପାଇଁ ବେଟିଂ ଲାଗିଥିଲା ।
#ArgusNews #Odisha #Jharsuguda #IPL