ସମୟ ବଦଳିବା ସହ ଧୀରେ ଧୀରେ ନୂଆ ନୂଆ ଜ୍ଞାନ କୌଶଳକୁ ମଣିଷ ଆପଣାଉଛି । ଏହା ଦ୍ୱାରା ମଣିଷ ତାର କାର୍ଯ୍ୟକୁ ବହୁତ ସହଜ କରିବା ସହ ମୂଲ୍ୟବାନ ସମୟକୁ ବଂଚାଇ ପାରୁଛି । ଏହିପରି ଭୁବନେଶ୍ୱରର ଘରୋଇ ଲ୍ୟାବରେ ଲାଗିଥିବା ଏକ ମେସିନ ପାଣି ଦ୍ୱାରା ମାର୍ବଲ, କାଠ,ଲୁହା ଆଦି ବିଭିନ୍ନ ଜିନିଷକୁ କାଟି ବହୁତ ସୁନ୍ଦର ଡିଜାଇନ ପ୍ରସ୍ତୁତ କରାଯାଉଛି ....
#TheArgus #Bhubaneswar #Carving_Lab