ଖୁବଶୀଘ୍ର ଶୁଖିଯିବ ଓଡିଶାର ବଡ ନଦୀ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ଲୋକେ । ଏହା ଆମେ କହୁନୁ ବରଂ ବିଧାନସଭାରୁ ଆସିଛି ଏଭଳି ସାଙ୍ଘାତିକ କଥା । ଗୁରୁବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ରଖିଛନ୍ତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ...
#ArgusNews #MahanadiIssue #assembly
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app