କେତେବେଳେ ଉଚ୍ଛୁଳା ନଦୀ, କାଠ ଗଣ୍ଡି ତ ଆଉ କେତେବେଳେ ବିଦ୍ୟୁତ ତାର ଦ୍ୱାରା ପାର ହେଉଛନ୍ତି ଲୋକେ । ବର୍ଷ ବର୍ଷ ଧରି ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ଗଜପତି ଜିଲ୍ଲା ମୋହନା ବ୍ଳକ୍ ଗରଡମା ପଞ୍ଚାୟତ ରାଜଖମା ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଗୁହାରି ଶୁଣୁନାହିଁ ପ୍ରଶାସନ...
#ArgusNews #Odisha #Gajapati #Bridge