ଡିଭାଇଡରରେ ପିଟି ହୋଇ ଦୁଇ ଯୁବକ ଗୁରୁତର
ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱରପୁର ଅଞ୍ଚଳର ୨ ଜଣ ଯୁବକ ରଞ୍ଜନ କୁମାର ସାହୁ ଓ ଦିପୁନା ସାହୁ ବାଇକ ଯୋଗେ ପୁରୀ ଆସୁଥିବା ସମୟରେ ଦୁର୍ଘଟଣା ଘଟିଛି । ସତ୍ୟବାଦୀ ବ୍ଲକ ଛକ ଠାରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଗୁରୁତର ହୋଇଛନ୍ତି......
#ArgusNews #ArgusUpdate #Odisha #Puri #Accident
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app