କଟକ ଜିଲ୍ଲା ନିଆଳି ବ୍ଲକ ବାହାରଣ ଗ୍ରାମପଞ୍ଚାୟତର ବାରିମୁଣ୍ଡେଇ ଗାଁ ନିକଟ ବାମ ପାର୍ଶ୍ୱ ବନ୍ଧରେ ହୋଇଛି ଘାଇ । କେନାଲରେ ଅଧିକ ଜଳ ପ୍ରଭାବିତ ହେଉଥିବା ବେଳେ ଦୁର୍ବଳ ଥିବା ବାମ ପାର୍ଶ୍ଵ ବନ୍ଧରେ ସୃଷ୍ଟି ହୋଇଛି ଏହି ଘାଇ ।
#ArgusNews #ArgusOdisha #ArgusOdia #ArgusUpdate #Headlines #Cuttack #Niali #Kakatapur #DrainageSystem #DrainProblem