ମାନସିଂପାଟଣା ଛାତ୍ରୀ ପୋଡି ମାରିବା ଉଦ୍ୟମ ଘଟଣାକୁ ଦୀର୍ଘ ଦିନ ବିତିଲାଣି । ହେଲେ ଏବେ ବି ଖୁଲମ ଖୁଲା ବୁଲୁଛନ୍ତି ଅଭିଯୁକ୍ତ । କିଏ କରିଥିଲା ଏଭଳି ଜଘନ୍ୟ କାଣ୍ଡ... ତାର ଟେର ପାଉନି ପୋଲିସ । ଏହାରି ଭିତରେ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ପଚରାଉଚରା ସହ ପଲିଗ୍ରାଫ ଟେଷ୍ଟ କରାଯାଇଛି । ମିଳିଥିବା ମୋବାଇଲ ଫୋନକୁ ପଠାଯାଇ ତଦନ୍ତ କରୁଛି ପୋଲିସ....
#ArgusNews #Odisha #Cuttack #Manashingpatana #Student_Burnt