ପାଇଖାନାରେ ମହାଦୁର୍ନୀତି । ସ୍ବାଭିମାନ ଅଂଚଳ ପରେ ଏବେ ବଣ୍ତାଘାଟିରେ ଦୁର୍ନୀତିର ଗନ୍ଧ । ସରଳତା ର ସୁଯୋଗ ନେଇ ଆଖି ଦୃଶିଆ ପାଖଇଖାନ ନିର୍ମାଣ କରି କୋଟି କୋଟି ଟଙ୍କା ଅର୍ଥ ହେରଫେର କରିଥିବାର ଅଭିଯୋଗ କରି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝି ଘାଟି ମଣିଷଙ୍କୁ ଭେଟି ତଥ୍ୟ ଆଣିଛନ୍ତି...
#ArgusNews #Odisha #Malkanagiri #Corruption #IndianNationalCongress @iycpradeep