ବିଧାନସଭାରେ ପାରିତ ହେଲା ବିବାଦୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ଜୋରଦାର ବିରୋଧ ସତ୍ତ୍ୱେ ବି ବାଚନିକ ଭୋଟରେ ବିଲକୁ ପାରିତ କରିଛନ୍ତି ସରକାର । ତେବେ ବିଧାନସଭାରେ ଧାରଣ ଦେଇ ନିରାଶ ହେବା ପରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି ....
#ArgusNews #Assembly_Passes #UniversityAmendment