ଅସ୍କିଜେନକୁ ନେଇ ସାରା ଦେଶରେ ହାହାକାର । ଅସ୍କିଜେନ ଅଭାବ ଦର୍ଶାଇ ହାତ ଟେକି ଦେଉଛନ୍ତି ମେଡକାଲ କର୍ତ୍ତୃପକ୍ଷ । ତେବେ ଓଡିଶା ମହାରାଷ୍ଟ୍ର ଓ ଦିଲ୍ଲିୀ ଅକ୍ସିଜେନ ଦେବାକୁ ପାଦ କାଢିଥିବା ବେଳେ ପ୍ରଶ୍ନ ପ୍ରକୃତରେ ରାଜ୍ୟର ରୋଗୀଙ୍କ ପାଇଁ ଆମପାଖରେ ପର୍ଯ୍ୟାପ୍ତ ଅସ୍କିଜେନ ଉପଲବ୍ଝ ଅଛି ତ...
#ArgusNews #Odisha #Oxgen #Covid19 CMO Odisha