କୋଟିଆ ବିକାଶ ନାଁରେ ଲଣ୍ଠନ ଦେଖାଇଛନ୍ତି କି ରାଜ୍ୟ ସରକାର ! ପ୍ୟାକେଜ୍ ଘୋଷଣା କରି ଭୂଆଁ ବୁଲାଇବାର ହୋଇଛି କି ପ୍ରୟାସ ...ଆଇଟିଆଇ ତଥ୍ୟ ଧରାପକାଇଲା ସରକାରଙ୍କ ବଡ଼ ମିଛ...କୋଟିଆକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ...ସରକାରଙ୍କ ଅପାରଗତାକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ତଥ୍ୟ...
#ArgusNews #Odisha #Kotia #cmo_odish #odishagovt