ସ୍ମାର୍ଟ ସିଟିରେ ଲୋକଙ୍କୁ ମିଳୁନି ପିଇବା ପାଣି
ସ୍ମାର୍ଟ ସିଟି ରେ ଲୋକଙ୍କୁ ମିଳୁନି ପିଇବା ପାଣି। 240 ପରିବାର ପାଇଁ ମାତ୍ର ଦୁଇଟି ନଳକୁପ। ପହଂଚିନି ପିଏଚଡି ପାଇପ ଲାଇନ। ଜଳକଷ୍ଟ ଭୋଗୁଛନ୍ତି ବସ୍ତିବାସୀ....
#ArgusNews #ArgusUpdate #Rourkela #Water_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app